ସ୍ୱାସ୍ଥ୍ୟ ପରିସଂଖ୍ୟାନ ନାଗରିକ କୋଣ ଆରଟିଆଇ ଆମ ସହିତ ଯୋଗାଯୋଗ କରନ୍ତୁ
Listen
ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ତାଲିକା
କ୍ର. ସଂଖ୍ୟା ସୂଚକ ଏସ୍‌ଆର୍‌ଏସ୍‌-୨୦୧୨ ଏଏଚ୍‌ଏସ୍‌-୨୦୧୧-୧୨
1 ମାତୃ ମୃତ୍ୟୁ ହାର 235 237
2 ଶିଶୁ ମୃତ୍ୟୁ ହାର 53 59
3 ଜନ୍ମ ହାର 19.9 19.8
4 ମୃତ୍ୟୁ ହାର 8.5 8.2
5 ପ୍ରାକୃତିକ ବୃଦ୍ଧି ହାର 11.4 11.6
6 ନବଜାତ ଶିଶୁ ମୃତ୍ୟୁ ହାର 39
7 ନବଜାତ ପରେ ଶିଶୁ ମୃତ୍ୟୁ ହାର 21
8 ପାଞ୍ଚ ବର୍ଷରୁ କମ୍‌ ଶିଶୁ ମୃତ୍ୟୁ ହାର 75
9 ଜନ୍ମ ସମୟରେ ଲିଙ୍ଗାନୁପାତ 903
10 ଲିଙ୍ଗାନୁପାତ (୦-୪ ବର୍ଷ) 932
11 ଲିଙ୍ଗାନୁପାତ (ସମସ୍ତ ବୟସ୍‌) 995
12 ମୋଟ ପ୍ରଜନନ ହାର 2.2 2.3
13 ତୀବ୍ର ଶ୍ୱାସକଷ୍ଟ ରୋଗରେ ପୀଡିତ ଶିଶୁ (%) 18.5
14 ଶିଶୁ (୬-୩୫ ମାସ ବୟସ୍‌) ଯେଉଁମାନେ ପଛଲା ୬ ମାସରେ କମ୍‌ରୁ କମ୍‌ ୧ଟି ଭିଟାମିନ୍‌-ଏ ଡୋଜ୍‌ ପାଇଥିଲେ (%) 71.3
15 ଜନ୍ମ ସମୟରେ ୨.୫ କି.ଗ୍ରା.ରୁ କମ୍‌ ଓଜନର ଶିଶୁ (%) 21.6
16 ଶିଶୁ (୬-୩୫ ମାସ ବୟସ୍‌) ଯେଉଁମାନେ କମ୍‌ରୁ କମ୍‌ ୬ ମାସ ପର୍ଯ୍ୟନ୍ତ କେବଳ ମାତୃସ୍ତନପାନ କରିଥିଲେ (%) 26.6
17 ମା’ମାନେ ଯେଉଁମାନେ ୧୦୦ ଦିନ କିମ୍ବା ତା’ରୁ ଅଧିକ ଆୟରନ୍‌ ଫୋଲିକ୍‌ ଏସିଡ୍‌ (IFA) ଖାଇଥିଲେ (%) 26
18 ଜନ୍ମ ବିଚ୍ଛିନ୍ନତା ପାଇଁ ଅପୂରଣୀୟ ଆବଶ୍ୟକତା (%) 8.1
19 ଜନ୍ମ ପରେ ୨୪ ଘଣ୍ଟାରୁ କମ୍‌ ସମୟ ହସ୍ପିଟାଲରେ ରହିଥିବା (%) 52.4
20 ଜନ୍ମ ପରେ ୪୮ ଘଣ୍ଟା ମଧ୍ୟରେ ପୋଷ୍ଟନାଟାଲ୍‌ ଚେକ୍‌-ଅପ୍‌ ପାଇଥିବା ମା’ (%) 80